Font Size
ଆଦିପୁସ୍ତକ 33:4
Oriya Bible: Easy-to-Read Version
ଆଦିପୁସ୍ତକ 33:4
Oriya Bible: Easy-to-Read Version
4 ଯେତେବେଳେ ଏଷୌ ଯାକୁବଙ୍କୁ ଦେଖିଲେ ସେ ତାଙ୍କୁ ଭେଟିବା ପାଇଁ ଦୌଡ଼ିଗଲେ। ଏହା ପରେ ସେ ତାଙ୍କର ଗଳାଧରି ଆଲିଙ୍ଗନ ଓ ଚୁମ୍ବନ କଲେ, ପୁଣି ଦୁହେଁ କାନ୍ଦିବାକୁ ଲାଗିଲେ।
Read full chapter
Oriya Bible: Easy-to-Read Version (ERV-OR)
2010 by Bible League International