ଆୟୁବ ପୁସ୍ତକ 11
Oriya Bible: Easy-to-Read Version
ସୋଫର ଆୟୁବକୁ ଉତ୍ତର ଦେଲା
11 ଏହା ପରେ ନାମାଥୀୟ ସୋଫର ଆୟୁବକୁ ଉତ୍ତର ଦେଇ କହିଲା।
2 “ଏତେ ଶବ୍ଦର ବନ୍ୟାର କିଛି ଉତ୍ତର ଦିଆଯିବ ନାହିଁ କି?
ଏହା କ’ଣ ଆୟୁବର ନିର୍ଦ୍ଦୋଷତା ପ୍ରମାଣ କରୁଛି? ନାଁ।
3 ତୁମ୍ଭେ କ’ଣ ଭାବୁଛ ଆୟୁବ ଆମ୍ଭ ପାଖରେ
ତୁମ୍ଭକୁ ଉତ୍ତର ଦେବାକୁ କିଛି ନାହିଁ?
ତୁମ୍ଭେ ପରମେଶ୍ୱରଙ୍କୁ ପରିହାସ କଲ,
ଲୋକେ କ’ଣ ତୁମ୍ଭକୁ ଚେତାବନୀ ନ ଶୁଣାଇ ନୀରବରେ ତାହା ସହ୍ୟ କରିବେ?
4 ଆୟୁବ ତୁମ୍ଭେ ପରମେଶ୍ୱରଙ୍କୁ କହୁଛ,
‘ମୋର ଯୁକ୍ତିତର୍କ ସବୁ ଠିକ୍
ଏବଂ ମୁଁ ତୁମ୍ଭ ଦୃଷ୍ଟିରେ ପବିତ୍ର।’
5 ଆୟୁବ, ଆହା ସତରେ ଯଦି ପରମେଶ୍ୱର ତୁମ୍ଭକୁ କଥା କହନ୍ତେ
ଏବଂ tell you that you are wrong।
6 ପରମେଶ୍ୱର ତୁମ୍ଭକୁ ଜ୍ଞାନର ନିଗୂଢ଼ ରହସ୍ୟ ବିଷୟରେ କହନ୍ତେ
ଏବଂ ସେ କହି ପାରନ୍ତେ କିପରି ଗୋଟିଏ ଗପର ଦୁଇଟି ପାଖ ରହିଛି।
ଆୟୁବ ତୁମ୍ଭେ ଶୁଣ,
ପରମେଶ୍ୱର ତୁମ୍ଭକୁ ଦଣ୍ଡ ଦେଉ ନାହାନ୍ତି, ଯେତିକି ସେ ତୁମ୍ଭକୁ ଦେବା କଥା।
7 ଆୟୁବ, “ତୁମ୍ଭେ କ’ଣ ସତରେ ପରମେଶ୍ୱରଙ୍କୁ ବୁଝିଅଛ?
ତୁମ୍ଭେ କ’ଣ ସତରେ ସର୍ବଶକ୍ତିମାନ ପ୍ରଭୁଙ୍କର ସୀମା ବୁଝିପାରୁଛ?
8 ସେଗୁଡ଼ିକ ସ୍ୱର୍ଗ ଅପେକ୍ଷା ଉଚ୍ଚରେ।
ସେଗୁଡ଼ିକ ବିଷୟରେ ତୁମ୍ଭେ କ’ଣ କରି ପାରିବ?
ସେଗୁଡ଼ିକ କବର ଅପେକ୍ଷା ଗଭୀର।
ତୁମ୍ଭେ ସେହି ବିଷୟରେ କ’ଣ ଜାଣ?
9 ପରମେଶ୍ୱର ପୃଥିବୀଠାରୁ ଉଚ୍ଚ ଗରୀୟାନ
ସମୁଦ୍ରଠାରୁ ଆହୁରି ଗଭୀର।
10 “ଯଦି ପରମେଶ୍ୱର ତୁମ୍ଭକୁ ବନ୍ଦୀକରି ବିଗ୍ଭର ସଭାରେ ଉପସ୍ଥାପିତ କରାନ୍ତି,
କିଏ ତାକୁ ବାରଣ କରିବ?
11 ସତରେ ପରମେଶ୍ୱର ଜାଣନ୍ତି କିଏ ଅଯୋଗ୍ୟ।
ପରମେଶ୍ୱର ଯେତେବେଳେ ମନ୍ଦ ବିଷୟ ଦେଖନ୍ତି, ସେ ତାହା ମନେ ପକାନ୍ତି।
12 ଗୋଟାଏ ବଣୁଆ ଗଧ ମଣିଷକୁ ଜନ୍ମ ଦେଇପାରେ ନାହିଁ।
ଜଣେ ବୋକା କେବେ ଜ୍ଞାନୀ ହୋଇ ପାରିବ ନାହିଁ।
13 କିନ୍ତୁ ଆୟୁବ ତୁମ୍ଭେ ଯଥାର୍ଥରୂପେ ଅନ୍ତରର ସହିତ ପରମେଶ୍ୱରଙ୍କ ସେବା ପାଇଁ ପ୍ରସ୍ତୁତ ହେବା ଉଚିତ୍।
ଏବଂ ତାଙ୍କ ଉପାସନା ପାଇଁ ତୁମ୍ଭର ଦୁଇ ହାତ ପ୍ରସାରିତ କର।
14 ଯଦି ତୁମ୍ଭ ହାତରେ ପାପ ବା ଅଧର୍ମ ଥାଏ, ତା’ହେଲେ ତାକୁ ଦୂର କର
ଓ ଅନ୍ୟାୟକୁ ତୁମ୍ଭ ଗୃହରେ ବାସ କରିବାକୁ ଦିଅ ନାହିଁ।
15 ତା’ପରେ ତୁମ୍ଭେ ଲଜ୍ଜାରହିତ ହୋଇ ପରମେଶ୍ୱରଙ୍କୁ ଦେଖି ପାରିବ
ଏବଂ ତୁମ୍ଭେ ବିନା ଭୟରେ ପରମେଶ୍ୱରଙ୍କ ଆଗରେ ଶକ୍ତିଶାଳୀ ହୋଇ ଛିଡ଼ା ହୋଇ ପାରିବ।
16 ତା’ପରେ ତୁମ୍ଭେ ତୁମ୍ଭର ବିପଦକୁ ଭୁଲିଯିବ।
ବହିଗଲା ଜଳ ପରି ତୁମ୍ଭର ସମସ୍ତ ଦୁଃଖ ଦୂର ହୋଇଯିବ।
17 ତା’ପରେ ତୁମ୍ଭର ଜୀବନ ମଧ୍ୟାହ୍ନର ସୂର୍ଯ୍ୟ କିରଣଠାରୁ ଆହୁରି ନିର୍ମଳ ହେବ।
ଜୀବନର ଅନ୍ଧକାରମୟ ସମୟଗୁଡ଼ିକ ପ୍ରଭାତର ସୂର୍ଯ୍ୟ ତୁଲ୍ୟ ଚକ୍ଚକ୍ ହେବ।
18 ପରମେଶ୍ୱର ତୁମ୍ଭର ଯତ୍ନ ନେବେ ଏବଂ ତୁମ୍ଭକୁ ଶାନ୍ତି ଦେବେ।
ତା’ପରେ ତୁମ୍ଭେ ତୁମ୍ଭର ଚତୁର୍ପାର୍ଶ୍ୱକୁ ଅନାଇବ ଏବଂ ନିରାପଦରେ ବିଶ୍ରାମ ନେବ।
19 ତୁମ୍ଭେ ଶାନ୍ତିରେ ଶୋଇ ପାରିବ! କେହି ତୁମ୍ଭକୁ ବିବ୍ରତ କରି ପାରିବେ ନାହିଁ।
ତୁମ୍ଭର ସାହାଯ୍ୟ ପାଇଁ ବହୁ ଲୋକ ତୁମ୍ଭ ନିକଟକୁ ଆସିବେ।
20 ଦୁଷ୍ଟ ଲୋକମାନଙ୍କର ଚକ୍ଷୁ ସେମାନଙ୍କୁ ବିଫଳତା ଦେବ।
ଦୁଷ୍ଟ ଲୋକ ସାହାଯ୍ୟ ପାଇଁ ହାତ ବଢ଼ାଇ ପାରନ୍ତି,
କିନ୍ତୁ ସେମାନେ ତାଙ୍କ ଅସୁବିଧାରୁ ରକ୍ଷା ପାଇ ପାରିବେ ନାହିଁ।
ସେମାନଙ୍କର ଆଶା କେବଳ ମୃତ୍ୟୁ ଆଡ଼କୁ ନେଇଯାଏ।”
Job 11
New International Version
Zophar
11 Then Zophar the Naamathite(A) replied:
2 “Are all these words to go unanswered?(B)
Is this talker to be vindicated?(C)
3 Will your idle talk(D) reduce others to silence?
Will no one rebuke you when you mock?(E)
4 You say to God, ‘My beliefs are flawless(F)
and I am pure(G) in your sight.’
5 Oh, how I wish that God would speak,(H)
that he would open his lips against you
6 and disclose to you the secrets of wisdom,(I)
for true wisdom has two sides.
Know this: God has even forgotten some of your sin.(J)
7 “Can you fathom(K) the mysteries of God?
Can you probe the limits of the Almighty?
8 They are higher(L) than the heavens(M) above—what can you do?
They are deeper than the depths below(N)—what can you know?(O)
9 Their measure(P) is longer than the earth
and wider than the sea.(Q)
10 “If he comes along and confines you in prison
and convenes a court, who can oppose him?(R)
11 Surely he recognizes deceivers;
and when he sees evil, does he not take note?(S)
12 But the witless can no more become wise
than a wild donkey’s colt(T) can be born human.[a](U)
13 “Yet if you devote your heart(V) to him
and stretch out your hands(W) to him,(X)
14 if you put away(Y) the sin that is in your hand
and allow no evil(Z) to dwell in your tent,(AA)
15 then, free of fault, you will lift up your face;(AB)
you will stand firm(AC) and without fear.(AD)
16 You will surely forget your trouble,(AE)
recalling it only as waters gone by.(AF)
17 Life will be brighter than noonday,(AG)
and darkness will become like morning.(AH)
18 You will be secure, because there is hope;
you will look about you and take your rest(AI) in safety.(AJ)
19 You will lie down, with no one to make you afraid,(AK)
and many will court your favor.(AL)
20 But the eyes of the wicked will fail,(AM)
and escape will elude them;(AN)
their hope will become a dying gasp.”(AO)
Footnotes
- Job 11:12 Or wild donkey can be born tame
Job 11
New King James Version
Zophar Urges Job to Repent
11 Then Zophar the Naamathite answered and said:
2 “Should not the multitude of words be answered?
And should [a]a man full of talk be vindicated?
3 Should your empty talk make men [b]hold their peace?
And when you mock, should no one rebuke you?
4 For you have said,
(A)‘My doctrine is pure,
And I am clean in your eyes.’
5 But oh, that God would speak,
And open His lips against you,
6 That He would show you the secrets of wisdom!
For they would double your prudence.
Know therefore that (B)God [c]exacts from you
Less than your iniquity deserves.
7 “Can(C) you search out the deep things of God?
Can you find out the limits of the Almighty?
8 They are higher than heaven—what can you do?
Deeper than [d]Sheol—what can you know?
9 Their measure is longer than the earth
And broader than the sea.
10 “If(D) He passes by, imprisons, and gathers to judgment,
Then who can [e]hinder Him?
11 For (E)He knows deceitful men;
He sees wickedness also.
Will He not then consider it?
12 For an (F)empty-headed man will be wise,
When a wild donkey’s colt is born a man.
13 “If you would (G)prepare your heart,
And (H)stretch out your hands toward Him;
14 If iniquity were in your hand, and you put it far away,
And (I)would not let wickedness dwell in your tents;
15 (J)Then surely you could lift up your face without spot;
Yes, you could be steadfast, and not fear;
16 Because you would (K)forget your misery,
And remember it as waters that have passed away,
17 And your life (L)would be brighter than noonday.
Though you were dark, you would be like the morning.
18 And you would be secure, because there is hope;
Yes, you would dig around you, and (M)take your rest in safety.
19 You would also lie down, and no one would make you afraid;
Yes, many would court your favor.
20 But (N)the eyes of the wicked will fail,
And they shall not escape,
And (O)their hope—[f]loss of life!”
2010 by Bible League International
Holy Bible, New International Version®, NIV® Copyright ©1973, 1978, 1984, 2011 by Biblica, Inc.® Used by permission. All rights reserved worldwide.
NIV Reverse Interlinear Bible: English to Hebrew and English to Greek. Copyright © 2019 by Zondervan.
Scripture taken from the New King James Version®. Copyright © 1982 by Thomas Nelson. Used by permission. All rights reserved.